କରୋନାରୁ ମୁକ୍ତ ହେଲେ ୧୦୫ବର୍ଷୀୟ ବୃଦ୍ଧା

ନିୟମିତ ଯୋଗ, ଧ୍ୟାନ କରିବା ଏବଂ ଉପଯୁକ୍ତ ଖାଦ୍ୟ ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କଲା କୂର୍ଣ୍ଣଲ: କରୋନା ଭୂତାଣୁ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଡ଼ରୁଛନ୍ତି। ଏହା ସହ ଅନେକ ସ୍ଥାନରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମୃତ୍ୟୁ ଭୟରେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ଏଭଳି ସ୍ଥିତିରେ କୂର୍ଣ୍ଣଲରୁ ଜଣେ ୧୦୫ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ସହଜରେ … Continue reading କରୋନାରୁ ମୁକ୍ତ ହେଲେ ୧୦୫ବର୍ଷୀୟ ବୃଦ୍ଧା